or_tn/mrk/10/37.md

572 B

in your glory

ଯେତେବେଳେ ତୁମେ ମହିମାନ୍ବିତ ହେବ I “ଆପଣ ମହିମା ପ୍ରାପ୍ତ ହେଲେ” ବାକ୍ୟାଂଶ ଯେତେବେଳେ ଯୀଶୁ ଆପଣା ଗୌରବରେ ଓ ତାହାଙ୍କର ରାଜ୍ୟରେ ଶାସନ କରିବେ ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଆପଣା ରାଜ୍ୟରେ ଶାସନ କରିବେ” (ଦେଖ: rc://*/ta/man/translate/figs-metonymy)