or_tn/mrk/10/33.md

20 lines
1.3 KiB
Markdown

# See
ଦେଖ କିମ୍ବା “ଶୁଣ” କିମ୍ବା “ମୁଁ ଯାହା କହିବାକୁ ଯାଉଛି ସେଥିରେ ଧ୍ୟାନ ଦିଅ”
# the Son of Man will
ଯୀଶୁ ଆପଣା ବିଷୟରେ କହନ୍ତି I ଏହା ସ୍ପଷ୍ଟରୁପେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ମନୁଷ୍ୟ ପୁତ୍ର, ହେବ” (ଦେଖ: [[rc://*/ta/man/translate/figs-explicit]])
# the Son of Man will be delivered to
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ମନୁଷ୍ୟ ପୁତ୍ରଙ୍କୁ ସମର୍ପିତ କରିବେ” କିମ୍ବା “ମନୁଷ୍ୟ ପୁତ୍ରଙ୍କୁ ସେମାନଙ୍କ ହସ୍ତରେ ସମର୍ପିତ କରିବେ” (ଦେଖ: [[rc://*/ta/man/translate/figs-activepassive]])
# They will condemn
“ସେମାନେ” ଶବ୍ଦ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ବୁଝାଏ I
# deliver him to the Gentiles
ବିଜାତୀ ମାନଙ୍କ ହସ୍ତରେ ସମର୍ପଣ କରିବେ”