# See ଦେଖ କିମ୍ବା “ଶୁଣ” କିମ୍ବା “ମୁଁ ଯାହା କହିବାକୁ ଯାଉଛି ସେଥିରେ ଧ୍ୟାନ ଦିଅ” # the Son of Man will ଯୀଶୁ ଆପଣା ବିଷୟରେ କହନ୍ତି I ଏହା ସ୍ପଷ୍ଟରୁପେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ, ମନୁଷ୍ୟ ପୁତ୍ର, ହେବ” (ଦେଖ: [[rc://*/ta/man/translate/figs-explicit]]) # the Son of Man will be delivered to ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହିଜଣେ ମନୁଷ୍ୟ ପୁତ୍ରଙ୍କୁ ସମର୍ପିତ କରିବେ” କିମ୍ବା “ମନୁଷ୍ୟ ପୁତ୍ରଙ୍କୁ ସେମାନଙ୍କ ହସ୍ତରେ ସମର୍ପିତ କରିବେ” (ଦେଖ: [[rc://*/ta/man/translate/figs-activepassive]]) # They will condemn “ସେମାନେ” ଶବ୍ଦ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ବୁଝାଏ I # deliver him to the Gentiles ବିଜାତୀ ମାନଙ୍କ ହସ୍ତରେ ସମର୍ପଣ କରିବେ”