or_tn/mrk/10/24.md

12 lines
582 B
Markdown

# Jesus said to them again
ଯୀଶୁ ଆଉଥରେ ଶିଷ୍ୟଙ୍କୁ କହିଲେ
# Children, how
ବତ୍ସଗଣ, କିପରି I ଯେପରି ଜଣେ ପିତା ତାହାର ପିଲାମାନଙ୍କୁ ଶିକ୍ଷା ଦିଏ ସେହିପରି ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ I ଅନ୍ୟଏକ ଅନୁବାଦରେ: “ମୋର ବନ୍ଧୁ, କିପରି” (ଦେଖ: [[rc://*/ta/man/translate/figs-metaphor]])
# how hard it is
ଏହା କେତେ କଷ୍ଟକର