or_tn/mrk/10/24.md

582 B

Jesus said to them again

ଯୀଶୁ ଆଉଥରେ ଶିଷ୍ୟଙ୍କୁ କହିଲେ

Children, how

ବତ୍ସଗଣ, କିପରି I ଯେପରି ଜଣେ ପିତା ତାହାର ପିଲାମାନଙ୍କୁ ଶିକ୍ଷା ଦିଏ ସେହିପରି ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ I ଅନ୍ୟଏକ ଅନୁବାଦରେ: “ମୋର ବନ୍ଧୁ, କିପରି” (ଦେଖ: rc://*/ta/man/translate/figs-metaphor)

how hard it is

ଏହା କେତେ କଷ୍ଟକର