or_tn/mrk/10/18.md

745 B

Why do you call me good?

ଯୀଶୁ ସେହି ବ୍ୟକ୍ତିକୁ ମନେ ପକାଇଦେବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ ଯେ ଈଶ୍ବର ଯେପରି ଉତ୍ତମ ସେହିପରି କୌଣସି ମନୁଷ୍ୟ ଉତ୍ତମ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ କ’ଣ କହୁଚ୍ଛ ତୁମେ ବୁଝି ପାରୁଛ ତ ଯେତେବେଳେ ତୁମେ ମୋତେ ସତ ବୋଲି କହୁଚ୍ଛ” (ଦେଖ: rc://*/ta/man/translate/figs-rquestion)

good except God alone

ଉତ୍ତମ I କେବଳ ଈଶ୍ବର ହିଁ ଉତ୍ତମ ଅଟନ୍ତି