# Why do you call me good? ଯୀଶୁ ସେହି ବ୍ୟକ୍ତିକୁ ମନେ ପକାଇଦେବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ ଯେ ଈଶ୍ବର ଯେପରି ଉତ୍ତମ ସେହିପରି କୌଣସି ମନୁଷ୍ୟ ଉତ୍ତମ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ କ’ଣ କହୁଚ୍ଛ ତୁମେ ବୁଝି ପାରୁଛ ତ ଯେତେବେଳେ ତୁମେ ମୋତେ ସତ ବୋଲି କହୁଚ୍ଛ” (ଦେଖ: [[rc://*/ta/man/translate/figs-rquestion]]) # good except God alone ଉତ୍ତମ I କେବଳ ଈଶ୍ବର ହିଁ ଉତ୍ତମ ଅଟନ୍ତି