or_tn/mrk/10/09.md

517 B

Therefore what God has joined together, let no man tear apart

“ଈଶ୍ବର ଯାହା ସଂଯୁକ୍ତ କରିଛନ୍ତି” ବାକ୍ୟାଂଶ କୌଣସି ବିବାହିତ ଯୁଗଳଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ, ଈଶ୍ବର ଯାହା ସଂଯୁକ୍ତ କରିଛନ୍ତି, ମନୁଷ୍ୟ ତାହା ବିଛିନ୍ନ ନକରୁ” (ଦେଖ: rc://*/ta/man/translate/figs-explicit)