or_tn/mrk/10/09.md

4 lines
517 B
Markdown
Raw Permalink Normal View History

2020-11-19 00:15:53 +00:00
# Therefore what God has joined together, let no man tear apart
“ଈଶ୍ବର ଯାହା ସଂଯୁକ୍ତ କରିଛନ୍ତି” ବାକ୍ୟାଂଶ କୌଣସି ବିବାହିତ ଯୁଗଳଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ, ଈଶ୍ବର ଯାହା ସଂଯୁକ୍ତ କରିଛନ୍ତି, ମନୁଷ୍ୟ ତାହା ବିଛିନ୍ନ ନକରୁ” (ଦେଖ: [[rc://*/ta/man/translate/figs-explicit]])