or_tn/mrk/10/08.md

775 B

and the two ... one flesh

ଆଦିପୁସ୍ତକରେ ଈଶ୍ବର ଯାହା କହିଥିଲେ ଯୀଶୁ ଉଦ୍ଧୃତ କରି ଶେଷ କଲେ I

they are no longer two, but one flesh

ଏହା ସ୍ବାମୀ ସ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କକୁ ଉଦାହରଣ ଦ୍ବାରା ଏହି ରୁପକ ବ୍ୟବହାର ହୋଇଛି I ଅନ୍ୟଏକ ଅନୁବାଦରେ: “ଦୁଇଜଣ ବ୍ୟକ୍ତି ଏକ ପରି ଦେଖାଯିବେ” କିମ୍ବା “ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ସେମାନେ ଶରୀରରେ ଏକ ହେବେ” (ଦେଖ: rc://*/ta/man/translate/figs-metaphor)