or_tn/mrk/10/08.md

8 lines
775 B
Markdown
Raw Permalink Normal View History

2020-11-19 00:15:53 +00:00
# and the two ... one flesh
ଆଦିପୁସ୍ତକରେ ଈଶ୍ବର ଯାହା କହିଥିଲେ ଯୀଶୁ ଉଦ୍ଧୃତ କରି ଶେଷ କଲେ I
# they are no longer two, but one flesh
ଏହା ସ୍ବାମୀ ସ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କକୁ ଉଦାହରଣ ଦ୍ବାରା ଏହି ରୁପକ ବ୍ୟବହାର ହୋଇଛି I ଅନ୍ୟଏକ ଅନୁବାଦରେ: “ଦୁଇଜଣ ବ୍ୟକ୍ତି ଏକ ପରି ଦେଖାଯିବେ” କିମ୍ବା “ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ସେମାନେ ଶରୀରରେ ଏକ ହେବେ” (ଦେଖ: [[rc://*/ta/man/translate/figs-metaphor]])