or_tn/mrk/10/01.md

1.4 KiB

Connecting Statement:

ଯୀଶୁ ଓ ଶିଷ୍ୟମାନେ କଫର୍ନାହୁମରୁ ପ୍ରସ୍ଥାନ କରିବା ପରେ, ଯୀଶୁ ଫାରୁଶୀ ମାନଙ୍କୁ ତଦସହିତ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ, ଈଶ୍ବର କି ପ୍ରକୃତରେ ବିବାହ ଓ ଛାଡପତ୍ର ଆଶା କରନ୍ତି I

Jesus left that place

ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଯାତ୍ରା କରୁଥିବା ସମୟରେ, ସେମାନେ କଫର୍ନାହୁମରୁ ପ୍ରସ୍ଥାନ କରୁଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୁମରୁ ପ୍ରସ୍ଥାନ କଲେ” (ଦେଖ: rc://*/ta/man/translate/figs-explicit)

and to the area beyond the Jordan River

ଜର୍ଦ୍ଦନ ନଦୀର ଆରପାରିକି ଗଲେ କିମ୍ବା “ ଜର୍ଦ୍ଦନ ନଦୀର ପୁର୍ବ ସୀମାକୁ ଗଲେ”

He was teaching them again

“ସେମାନେ” ଶବ୍ଦ ଲୋକସମୁହକୁ ବୁଝାଏ I

he was accustomed to do

ତାହାର ରୀତିନୀତି କିମ୍ବା “ସେ ଏହିପରି କରିବାରେ ଅଭ୍ୟସ୍ତ”