or_tn/mrk/10/01.md

20 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଓ ଶିଷ୍ୟମାନେ କଫର୍ନାହୁମରୁ ପ୍ରସ୍ଥାନ କରିବା ପରେ, ଯୀଶୁ ଫାରୁଶୀ ମାନଙ୍କୁ ତଦସହିତ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ, ଈଶ୍ବର କି ପ୍ରକୃତରେ ବିବାହ ଓ ଛାଡପତ୍ର ଆଶା କରନ୍ତି I
# Jesus left that place
ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଯାତ୍ରା କରୁଥିବା ସମୟରେ, ସେମାନେ କଫର୍ନାହୁମରୁ ପ୍ରସ୍ଥାନ କରୁଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୁମରୁ ପ୍ରସ୍ଥାନ କଲେ” (ଦେଖ: [[rc://*/ta/man/translate/figs-explicit]])
# and to the area beyond the Jordan River
ଜର୍ଦ୍ଦନ ନଦୀର ଆରପାରିକି ଗଲେ କିମ୍ବା “ ଜର୍ଦ୍ଦନ ନଦୀର ପୁର୍ବ ସୀମାକୁ ଗଲେ”
# He was teaching them again
“ସେମାନେ” ଶବ୍ଦ ଲୋକସମୁହକୁ ବୁଝାଏ I
# he was accustomed to do
ତାହାର ରୀତିନୀତି କିମ୍ବା “ସେ ଏହିପରି କରିବାରେ ଅଭ୍ୟସ୍ତ”