or_tn/mrk/09/47.md

2.0 KiB
Raw Permalink Blame History

If your eye causes you to stumble, tear it out

ଏଠାରେ “ଚକ୍ଷୁ” (ଯେକୌଣସି ଗୋଟିଏ) କୌଣସି ବିଷୟ ଦେଖି ପାପ କରିବାକୁ ଇଚ୍ଛା କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଦେଖିବା ଦ୍ବାରା ପାପ କର, ତେବେ ତୁମ୍ଭର ଚକ୍ଷୁକୁ ଉପାଡି ପକାଅ “ କିମ୍ବା ) ତୁମେ ଯାହା ଦେଖୁଅଛ ଯଦି ତାହା ନିମନ୍ତେ ପାପ କରିବାକୁ ଲାଳାୟିତ କରେ, ତୁମ୍ଭର ଚକ୍ଷୁକୁ ବାହାର କରି ଆଣ” (ଦେଖ: rc://*/ta/man/translate/figs-metonymy)

to enter into the kingdom of God with one eye than to have two eyes

ଏହା ଜଣେ ବ୍ୟକ୍ତିର ଜାଗତିକ ଶରୀରକୁ ବ୍ୟକ୍ତ କରିବାକୁ ବୁଝାଏ ଯେତେବେଳେ ସେ ମୃତ୍ୟୁବରଣ କରେ I ଜଣେ ବ୍ୟକ୍ତି ତାହାର ଶରୀରକୁ ତାହା ସହିତ ଅନନ୍ତ କାଳ ନିଏ ନାହିଁ I ଅନ୍ୟଏକ ଅନୁବାଦରେ: “ପୃଥିବୀରେ ଦୁଇଟି ଚକ୍ଷୁରେ ବାସ କରିବା ଅପେକ୍ଷା ଈଶ୍ବରଙ୍କ ରାଜ୍ୟରେ କେବଳ ଗୋଟିଏ ଚକ୍ଷୁ ନେଇ ପ୍ରବେଶ କରିବା ଭଲ” (ଦେଖ: rc://*/ta/man/translate/figs-explicit)

to be thrown into hell

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତୁମ୍ଭକୁ ନରକରେ ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: rc://*/ta/man/translate/figs-activepassive)