or_tn/mrk/09/47.md

12 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# If your eye causes you to stumble, tear it out
ଏଠାରେ “ଚକ୍ଷୁ” (ଯେକୌଣସି ଗୋଟିଏ) କୌଣସି ବିଷୟ ଦେଖି ପାପ କରିବାକୁ ଇଚ୍ଛା କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଦେଖିବା ଦ୍ବାରା ପାପ କର, ତେବେ ତୁମ୍ଭର ଚକ୍ଷୁକୁ ଉପାଡି ପକାଅ “ କିମ୍ବା ) ତୁମେ ଯାହା ଦେଖୁଅଛ ଯଦି ତାହା ନିମନ୍ତେ ପାପ କରିବାକୁ ଲାଳାୟିତ କରେ, ତୁମ୍ଭର ଚକ୍ଷୁକୁ ବାହାର କରି ଆଣ” (ଦେଖ: [[rc://*/ta/man/translate/figs-metonymy]])
# to enter into the kingdom of God with one eye than to have two eyes
ଏହା ଜଣେ ବ୍ୟକ୍ତିର ଜାଗତିକ ଶରୀରକୁ ବ୍ୟକ୍ତ କରିବାକୁ ବୁଝାଏ ଯେତେବେଳେ ସେ ମୃତ୍ୟୁବରଣ କରେ I ଜଣେ ବ୍ୟକ୍ତି ତାହାର ଶରୀରକୁ ତାହା ସହିତ ଅନନ୍ତ କାଳ ନିଏ ନାହିଁ I ଅନ୍ୟଏକ ଅନୁବାଦରେ: “ପୃଥିବୀରେ ଦୁଇଟି ଚକ୍ଷୁରେ ବାସ କରିବା ଅପେକ୍ଷା ଈଶ୍ବରଙ୍କ ରାଜ୍ୟରେ କେବଳ ଗୋଟିଏ ଚକ୍ଷୁ ନେଇ ପ୍ରବେଶ କରିବା ଭଲ” (ଦେଖ: [[rc://*/ta/man/translate/figs-explicit]])
# to be thrown into hell
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତୁମ୍ଭକୁ ନରକରେ ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: [[rc://*/ta/man/translate/figs-activepassive]])