or_tn/mrk/09/45.md

20 lines
2.0 KiB
Markdown

# If your foot causes you to stumble
ଏଠାରେ “ପାଦ” ଶବ୍ଦ ତୁମ୍ଭର ବିଘ୍ନର କାରଣ ହେବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯେପରିକି ଯେଉଁ ସ୍ଥାନକୁ ଯିବା ଉଚିତ ନୁହେଁ ସେ ସ୍ଥାନକୁ ଗମନ କରିବା I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭର ପାଦ ବିଘ୍ନର କାରଣ ହୁଏ” (ଦେଖ: [[rc://*/ta/man/translate/figs-metonymy]])
# to enter into life lame
ଖଞ୍ଜ ହେବା ଓ ଜୀବନରେ ପ୍ରବେଶ କରିବା କିମ୍ବା “ଜୀବନରେ ପ୍ରବେଶ କରିବା ପୁର୍ବରୁ ଖଞ୍ଜ ହେବା”
# to enter into life
ମୃତ୍ୟୁ ଓ ପରେ ଅନନ୍ତକାଳ ଜୀବନରେ ରହିବା ଯେପରି ଜୀବନରେ ପ୍ରବେଶ କରିବା ପରି କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ଜୀବନରେ ପ୍ରବେଶ କରିବା” କିମ୍ବା “ମୃତ୍ୟୁ ଓ ଅନନ୍ତକାଳ ଜୀବିତ ରହିବା” (ଦେଖ: [[rc://*/ta/man/translate/figs-metaphor]])
# lame
ସହଜରେ ଚାଲି ନପାରିବା. ଏଠାରେ ଗୋଟିଏ ପାଦ ହରାଇବା ଦ୍ବାରା ଭଲ ଭାବରେ ଚାଲି ନପାରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଗୋଟିଏ ପାଦ ଅପେକ୍ଷା” କିମ୍ବା “ଗୋଟିଏ ପାଦ ହରାଇବା”
# be thrown into hell
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: [[rc://*/ta/man/translate/figs-activepassive]])