or_tn/mrk/09/45.md

2.0 KiB

If your foot causes you to stumble

ଏଠାରେ “ପାଦ” ଶବ୍ଦ ତୁମ୍ଭର ବିଘ୍ନର କାରଣ ହେବା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯେପରିକି ଯେଉଁ ସ୍ଥାନକୁ ଯିବା ଉଚିତ ନୁହେଁ ସେ ସ୍ଥାନକୁ ଗମନ କରିବା I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭର ପାଦ ବିଘ୍ନର କାରଣ ହୁଏ” (ଦେଖ: rc://*/ta/man/translate/figs-metonymy)

to enter into life lame

ଖଞ୍ଜ ହେବା ଓ ଜୀବନରେ ପ୍ରବେଶ କରିବା କିମ୍ବା “ଜୀବନରେ ପ୍ରବେଶ କରିବା ପୁର୍ବରୁ ଖଞ୍ଜ ହେବା”

to enter into life

ମୃତ୍ୟୁ ଓ ପରେ ଅନନ୍ତକାଳ ଜୀବନରେ ରହିବା ଯେପରି ଜୀବନରେ ପ୍ରବେଶ କରିବା ପରି କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ଜୀବନରେ ପ୍ରବେଶ କରିବା” କିମ୍ବା “ମୃତ୍ୟୁ ଓ ଅନନ୍ତକାଳ ଜୀବିତ ରହିବା” (ଦେଖ: rc://*/ta/man/translate/figs-metaphor)

lame

ସହଜରେ ଚାଲି ନପାରିବା. ଏଠାରେ ଗୋଟିଏ ପାଦ ହରାଇବା ଦ୍ବାରା ଭଲ ଭାବରେ ଚାଲି ନପାରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଗୋଟିଏ ପାଦ ଅପେକ୍ଷା” କିମ୍ବା “ଗୋଟିଏ ପାଦ ହରାଇବା”

be thrown into hell

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: rc://*/ta/man/translate/figs-activepassive)