or_tn/mrk/09/38.md

16 lines
1.2 KiB
Markdown

# John said to him
ଯୋହନ ଯୀଶୁଙ୍କୁ କହିଲେ
# driving out demons
ଭୁତ ଛଡାଇବା I ଏହା ଲୋକଙ୍କଠାରୁ ଭୁତ ଛଡାଇବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଲୋକଙ୍କଠାରୁ ଭୁତ ଛଡାଉଅଛି” (ଦେଖ: [[rc://*/ta/man/translate/figs-explicit]])
# in your name
ଏଠାରେ “ନାମ” ଯୀଶୁଙ୍କର ଅଧିକାର ଓ କ୍ଷମତା (ଶକ୍ତି) ସହିତ ସଂଯୁକ୍ତ ରହିଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭ ନାମରେ” କିମ୍ବା “ତୁମ୍ଭ ନାମର ଶକ୍ତିରେ” (ଦେଖ: [[rc://*/ta/man/translate/figs-metonymy]])
# he does not follow us
ଏହାର ଅର୍ଥ ଯେ ସେ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନଥିଲେ I ଅନ୍ୟଏକ ଅନୁବାଦରେ: “ସେ ଆମ୍ଭମାନଙ୍କ ମଧ୍ୟରୁ ଜଣେ ନୁହେଁ” କିମ୍ବା “ସେ ଆମ୍ଭମାନଙ୍କ ସହିତ ବାସ କରେ ନାହିଁ” (ଦେଖ: [[rc://*/ta/man/translate/figs-idiom]])