or_tn/mrk/09/38.md

1.2 KiB

John said to him

ଯୋହନ ଯୀଶୁଙ୍କୁ କହିଲେ

driving out demons

ଭୁତ ଛଡାଇବା I ଏହା ଲୋକଙ୍କଠାରୁ ଭୁତ ଛଡାଇବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଲୋକଙ୍କଠାରୁ ଭୁତ ଛଡାଉଅଛି” (ଦେଖ: rc://*/ta/man/translate/figs-explicit)

in your name

ଏଠାରେ “ନାମ” ଯୀଶୁଙ୍କର ଅଧିକାର ଓ କ୍ଷମତା (ଶକ୍ତି) ସହିତ ସଂଯୁକ୍ତ ରହିଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭ ନାମରେ” କିମ୍ବା “ତୁମ୍ଭ ନାମର ଶକ୍ତିରେ” (ଦେଖ: rc://*/ta/man/translate/figs-metonymy)

he does not follow us

ଏହାର ଅର୍ଥ ଯେ ସେ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନଥିଲେ I ଅନ୍ୟଏକ ଅନୁବାଦରେ: “ସେ ଆମ୍ଭମାନଙ୍କ ମଧ୍ୟରୁ ଜଣେ ନୁହେଁ” କିମ୍ବା “ସେ ଆମ୍ଭମାନଙ୍କ ସହିତ ବାସ କରେ ନାହିଁ” (ଦେଖ: rc://*/ta/man/translate/figs-idiom)