or_tn/mrk/09/34.md

859 B

they were silent

ସେମାନେ ନିରୁତ୍ତର ହେଲେ କାରଣ ସେମାନେ ତର୍କବିତର୍କ ବିଷୟ ଯୀଶୁଙ୍କୁ କହିବାକୁ ଲଜ୍ଜା ବୋଧ କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ନିରୁତ୍ତର ହେଲେ ଯେହେତୁ ସେମାନେ ଲଜ୍ଜା ବୋଧ କରୁଥିଲେ” (ଦେଖ: rc://*/ta/man/translate/figs-explicit)

who was the greatest

ଏଠାରେ “ପ୍ରଧାନ” ଶିଷ୍ୟମାନଙ୍କ ମଧ୍ୟରେ “ଅତି ପ୍ରଧାନ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ” (ଦେଖ: rc://*/ta/man/translate/figs-explicit)