# they were silent ସେମାନେ ନିରୁତ୍ତର ହେଲେ କାରଣ ସେମାନେ ତର୍କବିତର୍କ ବିଷୟ ଯୀଶୁଙ୍କୁ କହିବାକୁ ଲଜ୍ଜା ବୋଧ କରୁଥିଲେ I ଅନ୍ୟଏକ ଅନୁବାଦରେ: “ସେମାନେ ନିରୁତ୍ତର ହେଲେ ଯେହେତୁ ସେମାନେ ଲଜ୍ଜା ବୋଧ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]]) # who was the greatest ଏଠାରେ “ପ୍ରଧାନ” ଶିଷ୍ୟମାନଙ୍କ ମଧ୍ୟରେ “ଅତି ପ୍ରଧାନ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ” (ଦେଖ: [[rc://*/ta/man/translate/figs-explicit]])