or_tn/mrk/09/27.md

8 lines
454 B
Markdown

# took him by the hand
ଏହାର ଅର୍ଥ ଯେ ଯୀଶୁ ନିଜ ହାତରେ ବାଳକଟିର ହାତ ଧରି ଉଠାଇ ନେଲେ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଯୀଶୁ ବାଳକର ହାତ ଧରି ଉଠାଇଲେ” (ଦେଖ: [[rc://*/ta/man/translate/figs-idiom]])
# lifted him up
ଉଠିବା ପାଇଁ ତାହାକୁ ସାହାଯ୍ୟ କଲେ