# took him by the hand ଏହାର ଅର୍ଥ ଯେ ଯୀଶୁ ନିଜ ହାତରେ ବାଳକଟିର ହାତ ଧରି ଉଠାଇ ନେଲେ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଯୀଶୁ ବାଳକର ହାତ ଧରି ଉଠାଇଲେ” (ଦେଖ: [[rc://*/ta/man/translate/figs-idiom]]) # lifted him up ଉଠିବା ପାଇଁ ତାହାକୁ ସାହାଯ୍ୟ କଲେ