or_tn/mrk/09/23.md

1.8 KiB

'If you are able'?

ସେଥିରେ ଯୀଶୁ ପୁନରାବୃତ୍ତି କରି ବ୍ୟକ୍ତିଙ୍କୁ କହିଲେ I ଅନ୍ୟଏକ ଅନୁବାଦରେ: “ତୁମେ ମୋତେ କ’ଣ କହିଲ ‘ତୁମେ ଯଦି କରି ପାର’ ?” କିମ୍ବା “ତୁମେ କାହିଁକି କହିଲ ‘ତୁମେ ଯଦି ସକ୍ଷମ’ ?” (ଦେଖ: rc://*/ta/man/translate/figs-ellipsis)

'If you are able'?

ମନୁଷ୍ୟର ସନ୍ଦେହ ନିମନ୍ତେ ଯୀଶୁଙ୍କର ବିରକ୍ତି ପ୍ରଶ୍ନ ମାଧ୍ୟମରେ ପ୍ରକାଶ କଲେ I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମେ କହିବା ଉଚିତ ନଥିଲା, “ଯଦି ତୁମ ପକ୍ଷରେ ସମ୍ଭବ’” କିମ୍ବା “ତୁମେ ମୋତେ ପଚାରିଲ ଯଦି ମୋ ପକ୍ଷରେ ସମ୍ଭବ I ନିଶ୍ଚୟ ମୋ ପକ୍ଷରେ ଏହା ସମ୍ଭବ” (ଦେଖ: rc://*/ta/man/translate/figs-rquestion)

All things are possible for the one who believes

ଯେଉଁ ଲୋକମାନେ ବିଶ୍ବାସ କରନ୍ତି ଈଶ୍ବର ସେମାନଙ୍କ ନିମନ୍ତେ କିଛି ବି କରି ପାରନ୍ତି

for the one

ବ୍ୟକ୍ତି ନିମନ୍ତେ କିମ୍ବା “ଯେକେହି”

believes

ଏହା ଈଶ୍ବରଙ୍କଠାରେ ବିଶ୍ବାସ କରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରେ ବିଶ୍ବାସ କର”