# 'If you are able'? ସେଥିରେ ଯୀଶୁ ପୁନରାବୃତ୍ତି କରି ବ୍ୟକ୍ତିଙ୍କୁ କହିଲେ I ଅନ୍ୟଏକ ଅନୁବାଦରେ: “ତୁମେ ମୋତେ କ’ଣ କହିଲ ‘ତୁମେ ଯଦି କରି ପାର’ ?” କିମ୍ବା “ତୁମେ କାହିଁକି କହିଲ ‘ତୁମେ ଯଦି ସକ୍ଷମ’ ?” (ଦେଖ: [[rc://*/ta/man/translate/figs-ellipsis]]) # 'If you are able'? ମନୁଷ୍ୟର ସନ୍ଦେହ ନିମନ୍ତେ ଯୀଶୁଙ୍କର ବିରକ୍ତି ପ୍ରଶ୍ନ ମାଧ୍ୟମରେ ପ୍ରକାଶ କଲେ I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମେ କହିବା ଉଚିତ ନଥିଲା, “ଯଦି ତୁମ ପକ୍ଷରେ ସମ୍ଭବ’” କିମ୍ବା “ତୁମେ ମୋତେ ପଚାରିଲ ଯଦି ମୋ ପକ୍ଷରେ ସମ୍ଭବ I ନିଶ୍ଚୟ ମୋ ପକ୍ଷରେ ଏହା ସମ୍ଭବ” (ଦେଖ: [[rc://*/ta/man/translate/figs-rquestion]]) # All things are possible for the one who believes ଯେଉଁ ଲୋକମାନେ ବିଶ୍ବାସ କରନ୍ତି ଈଶ୍ବର ସେମାନଙ୍କ ନିମନ୍ତେ କିଛି ବି କରି ପାରନ୍ତି # for the one ବ୍ୟକ୍ତି ନିମନ୍ତେ କିମ୍ବା “ଯେକେହି” # believes ଏହା ଈଶ୍ବରଙ୍କଠାରେ ବିଶ୍ବାସ କରିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରେ ବିଶ୍ବାସ କର”