or_tn/mrk/09/04.md

617 B

Elijah with Moses appeared

ଏହା ଏହି ଲୋକମାନେ କିଏ ଥିଲେ ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଦୁଇଜଣ ଭାବବାଦୀ ଯେଉଁମାନେ ବହୁବର୍ଷ ପୁର୍ବେ ପୃଥିବୀରେ ଥିଲେ, ଏଲିୟ ଓ ମୋଶା ଅବତରଣ କଲେ” (ଦେଖ: rc://*/ta/man/translate/figs-explicit)

they were talking

“ସେମାନେ” ଶବ୍ଦ ଏଲିୟ ଓ ମୋଶାଙ୍କୁ ବୁଝାଏ I