# Elijah with Moses appeared ଏହା ଏହି ଲୋକମାନେ କିଏ ଥିଲେ ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଦୁଇଜଣ ଭାବବାଦୀ ଯେଉଁମାନେ ବହୁବର୍ଷ ପୁର୍ବେ ପୃଥିବୀରେ ଥିଲେ, ଏଲିୟ ଓ ମୋଶା ଅବତରଣ କଲେ” (ଦେଖ: [[rc://*/ta/man/translate/figs-explicit]]) # they were talking “ସେମାନେ” ଶବ୍ଦ ଏଲିୟ ଓ ମୋଶାଙ୍କୁ ବୁଝାଏ I