or_tn/mrk/08/38.md

1.5 KiB

ashamed of me and my words

ମୋହର ଓ ମୋହର ବାକ୍ୟ ନିମନ୍ତେ ଲଜ୍ଜାବୋଧ କରେ

in this adulterous and sinful generation

ଏହି ବର୍ତ୍ତମାନ ପୁରୁଷକୁ ଯୀଶୁ “ବ୍ୟଭିଚାରୀ” କହୁଛନ୍ତି, ଅର୍ଥ ଯେ ସେମାନଙ୍କର ଈଶ୍ବରଙ୍କ ସହିତ ଅବିଶ୍ବସ୍ତତା ସମ୍ପର୍କକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏଣୁ ଯେକେହି ଏହି କାଳରେ ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ” କିମ୍ବା “ଏହି କାଳରେ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବସ୍ତ ନୁହନ୍ତି ଓ ବହୁତ ପାପିଷ୍ଠ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

Son of Man

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

when he comes

ଯେତେବେଳେ ସେ ଆଗମନ କରିବେ

in the glory of his Father

ଆପଣା ପିତାଙ୍କର ମହିମାରେ ଯେତେବେଳେ ଯୀଶୁଙ୍କର ଆଗମନ ହେବ I

with the holy angels

ପବିତ୍ର ଦୁତ ମାନଙ୍କ ସହିତ ହେବ