or_tn/mrk/08/38.md

24 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# ashamed of me and my words
ମୋହର ଓ ମୋହର ବାକ୍ୟ ନିମନ୍ତେ ଲଜ୍ଜାବୋଧ କରେ
# in this adulterous and sinful generation
ଏହି ବର୍ତ୍ତମାନ ପୁରୁଷକୁ ଯୀଶୁ “ବ୍ୟଭିଚାରୀ” କହୁଛନ୍ତି, ଅର୍ଥ ଯେ ସେମାନଙ୍କର ଈଶ୍ବରଙ୍କ ସହିତ ଅବିଶ୍ବସ୍ତତା ସମ୍ପର୍କକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏଣୁ ଯେକେହି ଏହି କାଳରେ ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ” କିମ୍ବା “ଏହି କାଳରେ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବସ୍ତ ନୁହନ୍ତି ଓ ବହୁତ ପାପିଷ୍ଠ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# Son of Man
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# when he comes
ଯେତେବେଳେ ସେ ଆଗମନ କରିବେ
# in the glory of his Father
ଆପଣା ପିତାଙ୍କର ମହିମାରେ ଯେତେବେଳେ ଯୀଶୁଙ୍କର ଆଗମନ ହେବ I
# with the holy angels
ପବିତ୍ର ଦୁତ ମାନଙ୍କ ସହିତ ହେବ