12 lines
1.1 KiB
Markdown
12 lines
1.1 KiB
Markdown
# Connecting Statement:
|
|
|
|
ପିତରଙ୍କୁ ଅନୁଯୋଗ କରିବା ପରେ ସେ ଚାହୁଁ ନଥିଲେ ଯୀଶୁ ହତ ଓ ପୁନରୁତଥାନ ହୁଅନ୍ତୁ, ଯୀଶୁ ଉଭୟ ଶିଷ୍ୟ ଓ ଲୋକସମୁହକୁ କହିଲେ କିପରି ତାହାଙ୍କୁ ଅନୁଗମନ କରିବେ I
|
|
|
|
# Get behind me, Satan! You are not setting
|
|
|
|
ଯୀଶୁଙ୍କ କହିବାର ଅର୍ଥ ଯେ ପିତର ଶୟତାନ ପରି ଆଚରଣ କରୁଛନ୍ତି କାରଣ ଈଶ୍ବର ଯୀଶୁଙ୍କୁ ଯେଉଁ କାର୍ଯ୍ୟ ସମାପନ କରିବା ନିମନ୍ତେ ପ୍ରେରଣ କରିଛନ୍ତି ସେଥିରେ ପିତର ବାଧା ଆଣୁଛନ୍ତି I ଅନ୍ୟଏକ ଅନୁବାଦରେ: “ ମୋ ଠାରୁ ଦୁର ହୁଅ, କାରଣ ତୁମେ ଶୟତାନ ପରି ଭାବୁଅଛ” (ଦେଖ: [[rc://*/ta/man/translate/figs-metaphor]])
|
|
|
|
# Get behind me
|
|
|
|
ମୋ ଆଗରୁ ଦୁର ହୁଅ
|