or_tn/mrk/08/33.md

1.1 KiB

Connecting Statement:

ପିତରଙ୍କୁ ଅନୁଯୋଗ କରିବା ପରେ ସେ ଚାହୁଁ ନଥିଲେ ଯୀଶୁ ହତ ଓ ପୁନରୁତଥାନ ହୁଅନ୍ତୁ, ଯୀଶୁ ଉଭୟ ଶିଷ୍ୟ ଓ ଲୋକସମୁହକୁ କହିଲେ କିପରି ତାହାଙ୍କୁ ଅନୁଗମନ କରିବେ I

Get behind me, Satan! You are not setting

ଯୀଶୁଙ୍କ କହିବାର ଅର୍ଥ ଯେ ପିତର ଶୟତାନ ପରି ଆଚରଣ କରୁଛନ୍ତି କାରଣ ଈଶ୍ବର ଯୀଶୁଙ୍କୁ ଯେଉଁ କାର୍ଯ୍ୟ ସମାପନ କରିବା ନିମନ୍ତେ ପ୍ରେରଣ କରିଛନ୍ତି ସେଥିରେ ପିତର ବାଧା ଆଣୁଛନ୍ତି I ଅନ୍ୟଏକ ଅନୁବାଦରେ: “ ମୋ ଠାରୁ ଦୁର ହୁଅ, କାରଣ ତୁମେ ଶୟତାନ ପରି ଭାବୁଅଛ” (ଦେଖ: rc://*/ta/man/translate/figs-metaphor)

Get behind me

ମୋ ଆଗରୁ ଦୁର ହୁଅ