or_tn/mrk/08/20.md

954 B
Raw Permalink Blame History

the four thousand

ଏହା ୪, ଯୀଶୁ ଭୋଜନ କରାଇ ତୃପ୍ତ କରିଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “୪, ଲୋକମାନେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/translate-numbers]])

how many basketfuls did you take up

ଏହା ସେମାନେ ଯେତେବେଳେ ରୋଟୀଖଣ୍ଡ ଗୁଡିକ ଏକତ୍ର କଲେ ସେହି ଉକ୍ତିକୁ ବ୍ୟକ୍ତ କରିବାରେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ଭୋଜନ କରି ତୃପ୍ତ ହେବା ପରେ ତୁମ୍ଭେମାନେ କେତେ ବେତା ରୋଟୀଖଣ୍ଡ ଗୁଡିକ ଏକତ୍ର କଲ” (ଦେଖ: rc://*/ta/man/translate/figs-explicit)