# the four thousand ଏହା ୪,୦୦୦ ଯୀଶୁ ଭୋଜନ କରାଇ ତୃପ୍ତ କରିଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “୪,୦୦୦ ଲୋକମାନେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/translate-numbers]]) # how many basketfuls did you take up ଏହା ସେମାନେ ଯେତେବେଳେ ରୋଟୀଖଣ୍ଡ ଗୁଡିକ ଏକତ୍ର କଲେ ସେହି ଉକ୍ତିକୁ ବ୍ୟକ୍ତ କରିବାରେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ଭୋଜନ କରି ତୃପ୍ତ ହେବା ପରେ ତୁମ୍ଭେମାନେ କେତେ ବେତା ରୋଟୀଖଣ୍ଡ ଗୁଡିକ ଏକତ୍ର କଲ” (ଦେଖ: [[rc://*/ta/man/translate/figs-explicit]])