or_tn/mrk/08/04.md

8 lines
861 B
Markdown

# Where can we get enough loaves of bread in such a deserted place to satisfy these people?
ଶିଷ୍ୟମାନେ ଆଶ୍ଚର୍ଯ୍ୟ ଭାବରେ ପ୍ରକାଶ କଲେ ଯେ ଯୀଶୁ ସେମାନଙ୍କ ପାଖରୁ ଆଶା କରନ୍ତି ଯେ ସେମାନେ ପ୍ରଚୁର ଖାଦ୍ୟ ପାଇବେ I ଅନ୍ୟଏକ ଅନୁବାଦରେ: “ଏହି ସ୍ଥାନ ଅତି ନିର୍ଜନ ଅଟେ କିଏ କେଉଁଠାରୁ ରୋଟୀ ଆଣି ଏମାନଙ୍କୁ ତୃପ୍ତ କରି ପାରିବ !” (ଦେଖ: [[rc://*/ta/man/translate/figs-rquestion]])
# loaves of bread
ଖମୀର ରୋଟୀ ଗୁଡିକ ଚକଟା ହୋଇଥିବା ଅଟା ଯାହା ଶେକା ହେବା ପାଇଁ ପ୍ରସ୍ତୁତ ଥିଲେ I