or_tn/mrk/08/04.md

861 B

Where can we get enough loaves of bread in such a deserted place to satisfy these people?

ଶିଷ୍ୟମାନେ ଆଶ୍ଚର୍ଯ୍ୟ ଭାବରେ ପ୍ରକାଶ କଲେ ଯେ ଯୀଶୁ ସେମାନଙ୍କ ପାଖରୁ ଆଶା କରନ୍ତି ଯେ ସେମାନେ ପ୍ରଚୁର ଖାଦ୍ୟ ପାଇବେ I ଅନ୍ୟଏକ ଅନୁବାଦରେ: “ଏହି ସ୍ଥାନ ଅତି ନିର୍ଜନ ଅଟେ କିଏ କେଉଁଠାରୁ ରୋଟୀ ଆଣି ଏମାନଙ୍କୁ ତୃପ୍ତ କରି ପାରିବ !” (ଦେଖ: rc://*/ta/man/translate/figs-rquestion)

loaves of bread

ଖମୀର ରୋଟୀ ଗୁଡିକ ଚକଟା ହୋଇଥିବା ଅଟା ଯାହା ଶେକା ହେବା ପାଇଁ ପ୍ରସ୍ତୁତ ଥିଲେ I