or_tn/mrk/08/01.md

673 B

Connecting Statement:

ବହୁ ସଂଖ୍ୟକ ଭୋକିଲା ଲୋକ ଯୀଶୁଙ୍କ ସହିତ ଥିଲେ I ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ଅନ୍ୟସ୍ଥାନକୁ ଯିବା ପୁର୍ବରୁ ସେ ସେମାନଙ୍କୁ କେବଳ ସାତଟି ରୋଟୀ ଓ ଅଳ୍ପ କେତେକ ମାଛ ଦ୍ବାରା ଭୋଜନ କରିବାକୁ ଦେଲେ I

In those days

ଏହି ବାକ୍ୟାଂଶ କାହାଣୀର ନୁତନ ଘଟଣାକୁ ପରିଚିତ କରେ I (ଦେଖ: rc://*/ta/man/translate/writing-newevent)