or_tn/mrk/08/01.md

8 lines
673 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ବହୁ ସଂଖ୍ୟକ ଭୋକିଲା ଲୋକ ଯୀଶୁଙ୍କ ସହିତ ଥିଲେ I ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ଅନ୍ୟସ୍ଥାନକୁ ଯିବା ପୁର୍ବରୁ ସେ ସେମାନଙ୍କୁ କେବଳ ସାତଟି ରୋଟୀ ଓ ଅଳ୍ପ କେତେକ ମାଛ ଦ୍ବାରା ଭୋଜନ କରିବାକୁ ଦେଲେ I
# In those days
ଏହି ବାକ୍ୟାଂଶ କାହାଣୀର ନୁତନ ଘଟଣାକୁ ପରିଚିତ କରେ I (ଦେଖ: [[rc://*/ta/man/translate/writing-newevent]])