or_tn/mrk/07/35.md

846 B

his ears were opened

ତାହାର ଅର୍ଥ ସେ ଶୁଣିବାକୁ ସକ୍ଷମ ହୋଇ ପାରିଲା I ଅନ୍ୟଏକ ଅନୁବାଦରେ: “ତାହାର କର୍ଣ୍ଣ ଖୋଲିଗଲା ଓ ସେ ଶୁଣିବାକୁ ସକ୍ଷମ ହେଲା” କିମ୍ବା “ସେ ଶୁଣିବାକୁ ସମର୍ଥ ହେଲା”

his tongue was released

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ଜିହ୍ବାର ବନ୍ଧନକୁ ଫିଟାଇ ଦେଲେ” କିମ୍ବା “ଯୀଶୁ ତାହାର ଜିହ୍ବାକୁ ମୁକ୍ତ କରି ଦେଲେ” (ଦେଖ: rc://*/ta/man/translate/figs-activepassive)