8 lines
846 B
Markdown
8 lines
846 B
Markdown
|
# his ears were opened
|
||
|
|
||
|
ତାହାର ଅର୍ଥ ସେ ଶୁଣିବାକୁ ସକ୍ଷମ ହୋଇ ପାରିଲା I ଅନ୍ୟଏକ ଅନୁବାଦରେ: “ତାହାର କର୍ଣ୍ଣ ଖୋଲିଗଲା ଓ ସେ ଶୁଣିବାକୁ ସକ୍ଷମ ହେଲା” କିମ୍ବା “ସେ ଶୁଣିବାକୁ ସମର୍ଥ ହେଲା”
|
||
|
|
||
|
# his tongue was released
|
||
|
|
||
|
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ଜିହ୍ବାର ବନ୍ଧନକୁ ଫିଟାଇ ଦେଲେ” କିମ୍ବା “ଯୀଶୁ ତାହାର ଜିହ୍ବାକୁ ମୁକ୍ତ କରି ଦେଲେ” (ଦେଖ: [[rc://*/ta/man/translate/figs-activepassive]])
|