or_tn/mrk/07/34.md

16 lines
995 B
Markdown

# looked up to heaven
ଏହା ବୁଝାଏ ଯେ ସେ ଉର୍ଦ୍ଧ୍ବ ଦୃଷ୍ଟି କଲେ, ଯାହା ଈଶ୍ବରଙ୍କ ବାସ ସ୍ଥାନ ସହିତ ଜଡିତ ଅଟେ I
# Ephphatha
ଏଠାରେ ଲେଖକ କିଛି ବିଷୟକୁ ଆରମିକ ଶବ୍ଦ ଦ୍ବାରା ନିର୍ଦ୍ଦେଶ କରନ୍ତି I ଯେପରି ତୁମ ଭାଷାର ବର୍ଣ୍ଣମାଳା ପରି ଏହି ଶବ୍ଦକୁ ପ୍ରତିଲିପି କର I (ଦେଖ: [[rc://*/ta/man/translate/translate-transliterate]])
# he sighed
ତାହାର ଅର୍ଥ ସେ ଆର୍ତ୍ତସ୍ବର କରି କିମ୍ବା ଦୀର୍ଘ ନିଶ୍ବାସ ପକାଇଲେ ଯେପରି ସେ ଶୁଣି ପାରିବ I ସେହି ଲୋକ ପ୍ରତି ଯୀଶୁଙ୍କର ଦୟାଭାବକୁ ପ୍ରକାଶ କରେ I
# said to him
ଲୋକକୁ କହିଲେ