or_tn/mrk/07/34.md

995 B

looked up to heaven

ଏହା ବୁଝାଏ ଯେ ସେ ଉର୍ଦ୍ଧ୍ବ ଦୃଷ୍ଟି କଲେ, ଯାହା ଈଶ୍ବରଙ୍କ ବାସ ସ୍ଥାନ ସହିତ ଜଡିତ ଅଟେ I

Ephphatha

ଏଠାରେ ଲେଖକ କିଛି ବିଷୟକୁ ଆରମିକ ଶବ୍ଦ ଦ୍ବାରା ନିର୍ଦ୍ଦେଶ କରନ୍ତି I ଯେପରି ତୁମ ଭାଷାର ବର୍ଣ୍ଣମାଳା ପରି ଏହି ଶବ୍ଦକୁ ପ୍ରତିଲିପି କର I (ଦେଖ: rc://*/ta/man/translate/translate-transliterate)

he sighed

ତାହାର ଅର୍ଥ ସେ ଆର୍ତ୍ତସ୍ବର କରି କିମ୍ବା ଦୀର୍ଘ ନିଶ୍ବାସ ପକାଇଲେ ଯେପରି ସେ ଶୁଣି ପାରିବ I ସେହି ଲୋକ ପ୍ରତି ଯୀଶୁଙ୍କର ଦୟାଭାବକୁ ପ୍ରକାଶ କରେ I

said to him

ଲୋକକୁ କହିଲେ