or_tn/mrk/07/27.md

16 lines
1.5 KiB
Markdown

# Let the children first be fed. For it is not right ... throw it to the dogs
ଏଠାରେ ଯିହୁଦୀମାନଙ୍କ ବିଷୟରେ ଯୀଶୁ କହିଲେ ଯେପରି ସେମାନଙ୍କ ସନ୍ତାନଗଣ ଓ ବିଜାତୀ ଯେପରି ସେମାନେ କୁକୁରମାନଙ୍କ ସଦୃଶ ଥିଲେ I ଅନ୍ୟଏକ ଅନୁବାଦରେ: “ପ୍ରଥମେ ଇସ୍ରାଏଲର ସନ୍ତାନମାନେ ପ୍ରଥମେ ତୃପ୍ତ ହେବେ I କାରଣ ସନ୍ତାନମାନଙ୍କ ଆହାର ନେଇ ବିଜାତୀ ମାନଙ୍କ ନିକଟରେ ପକାଇବା, ଯେଉଁମାନେ କୁକର ପରି ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# Let the children first be fed
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ପ୍ରଥମରେ ଇସ୍ରାଏଲ ସନ୍ତାନମାନଙ୍କୁ ତୃପ୍ତ କରିବା” (ଦେଖ: [[rc://*/ta/man/translate/figs-activepassive]])
# bread
ଏହା ସାଧାରଣ ଭାବେ ଖାଦ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଖାଦ୍ୟ” (ଦେଖ: [[rc://*/ta/man/translate/figs-synecdoche]])
# dogs
ଏହା ଗୃହ ପାଳିତ ଛୋଟ କୁକୁରକୁ ବୁଝାଏ I