# Let the children first be fed. For it is not right ... throw it to the dogs ଏଠାରେ ଯିହୁଦୀମାନଙ୍କ ବିଷୟରେ ଯୀଶୁ କହିଲେ ଯେପରି ସେମାନଙ୍କ ସନ୍ତାନଗଣ ଓ ବିଜାତୀ ଯେପରି ସେମାନେ କୁକୁରମାନଙ୍କ ସଦୃଶ ଥିଲେ I ଅନ୍ୟଏକ ଅନୁବାଦରେ: “ପ୍ରଥମେ ଇସ୍ରାଏଲର ସନ୍ତାନମାନେ ପ୍ରଥମେ ତୃପ୍ତ ହେବେ I କାରଣ ସନ୍ତାନମାନଙ୍କ ଆହାର ନେଇ ବିଜାତୀ ମାନଙ୍କ ନିକଟରେ ପକାଇବା, ଯେଉଁମାନେ କୁକର ପରି ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]]) # Let the children first be fed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ପ୍ରଥମରେ ଇସ୍ରାଏଲ ସନ୍ତାନମାନଙ୍କୁ ତୃପ୍ତ କରିବା” (ଦେଖ: [[rc://*/ta/man/translate/figs-activepassive]]) # bread ଏହା ସାଧାରଣ ଭାବେ ଖାଦ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଖାଦ୍ୟ” (ଦେଖ: [[rc://*/ta/man/translate/figs-synecdoche]]) # dogs ଏହା ଗୃହ ପାଳିତ ଛୋଟ କୁକୁରକୁ ବୁଝାଏ I