or_tn/mrk/07/26.md

692 B

Now the woman was a Greek, a Syrophoenician by descent

“ସେହିକ୍ଷଣି” ଶବ୍ଦ ମୁଖ୍ୟ କାହାଣୀର ବିରତିକୁ ସୁଚାଏ, ଯେହେତୁ ଏହି ବାକ୍ୟ ଆମକୁ ସେହି ସ୍ତ୍ରୀର ପ୍ରାକ ତଥ୍ୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-background)

Syrophoenician

ଏହା ସ୍ତ୍ରୀର ରାଷ୍ଟ୍ରୀୟ ପରିଚୟ ଦିଏ I ସେ ଜଣେ ସୁରଫୈନକିୟା ଜାତିର ଜଣେ ଗ୍ରୀକ ସ୍ତ୍ରୀଲୋକ ଥିଲା I (ଦେଖ: rc://*/ta/man/translate/translate-names)