# Now the woman was a Greek, a Syrophoenician by descent “ସେହିକ୍ଷଣି” ଶବ୍ଦ ମୁଖ୍ୟ କାହାଣୀର ବିରତିକୁ ସୁଚାଏ, ଯେହେତୁ ଏହି ବାକ୍ୟ ଆମକୁ ସେହି ସ୍ତ୍ରୀର ପ୍ରାକ ତଥ୍ୟ ପ୍ରଦାନ କରେ I (ଦେଖ: [[rc://*/ta/man/translate/writing-background]]) # Syrophoenician ଏହା ସ୍ତ୍ରୀର ରାଷ୍ଟ୍ରୀୟ ପରିଚୟ ଦିଏ I ସେ ଜଣେ ସୁରଫୈନକିୟା ଜାତିର ଜଣେ ଗ୍ରୀକ ସ୍ତ୍ରୀଲୋକ ଥିଲା I (ଦେଖ: [[rc://*/ta/man/translate/translate-names]])