or_tn/mrk/07/18.md

871 B

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରଶ୍ନ ମାଧ୍ୟମରେ ଶିକ୍ଷା ଦେବାକୁ ଲାଗିଲେ I

Are you also still without understanding?

ଯୀଶୁ ଏହି ପ୍ରଶ୍ନ ଦ୍ବାରା ତାହାଙ୍କ ବିରକ୍ତି ମନୋଭାବ ପ୍ରକାଶ କରୁଅଛନ୍ତି ଯେ ସେମାନେ ବୁଝି ପାରିଲେ ନାହିଁ I ଏହାକୁ ଉକ୍ତି ଭବାରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ମୁ ସମସ୍ତ ବିଷୟ କହିଲି ଓ କରିଅଛି, ମୁଁ ଅଶା କରେ ତୁମେ ବୁଝି ପାରୁଥିବ” (ଦେଖ: rc://*/ta/man/translate/figs-rquestion)