8 lines
871 B
Markdown
8 lines
871 B
Markdown
|
# Connecting Statement:
|
||
|
|
||
|
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରଶ୍ନ ମାଧ୍ୟମରେ ଶିକ୍ଷା ଦେବାକୁ ଲାଗିଲେ I
|
||
|
|
||
|
# Are you also still without understanding?
|
||
|
|
||
|
ଯୀଶୁ ଏହି ପ୍ରଶ୍ନ ଦ୍ବାରା ତାହାଙ୍କ ବିରକ୍ତି ମନୋଭାବ ପ୍ରକାଶ କରୁଅଛନ୍ତି ଯେ ସେମାନେ ବୁଝି ପାରିଲେ ନାହିଁ I ଏହାକୁ ଉକ୍ତି ଭବାରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ମୁ ସମସ୍ତ ବିଷୟ କହିଲି ଓ କରିଅଛି, ମୁଁ ଅଶା କରେ ତୁମେ ବୁଝି ପାରୁଥିବ” (ଦେଖ: [[rc://*/ta/man/translate/figs-rquestion]])
|