or_tn/mrk/07/14.md

1.5 KiB

ସେ ଏପର୍ଯ୍ୟନ୍ତ ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଯାହା କହୁଥିଲେ ଯେପରି ଲୋକସମୁହ ଏହାକୁ ବୁଝିପାରିବେ ସେଥିନିମନ୍ତେ ଯୀଶୁ ଦୃଷ୍ଟାନ୍ତ ଦ୍ବାରା ଲୋକସମୁହକୁ ସାହାଯ୍ୟ କଲେ I (ଦେଖ: rc://*/ta/man/translate/figs-parables)

He called

ଯୀଶୁ କହିଲେ

Listen to me, all of you, and understand

“ଶୁଣ” ଓ “ବୁଝ” ଶବ୍ଦଗୁଡିକ ପରସ୍ପର ଜଡିତ ଅଟନ୍ତି I ଯୀଶୁ ସେଗୁଡିକ ଗୁରୁତ୍ବ ଦେବା ପାଇଁ ଏକତ୍ର ବ୍ୟବହାର କଲେ ଯେ ତାହାଙ୍କର ଶ୍ରୋତାମାନେ ସେ ଯାହା କହୁଛନ୍ତି ସେଥିରେ ଧ୍ୟାନ ଦେବା ଉଚିତ I (ଦେଖ: rc://*/ta/man/translate/figs-doublet)

understand

ଯୀଶୁ ସେମାନଙ୍କୁ କ’ଣ ବୁଝିବା ପାଇଁ କହୁଛନ୍ତି ତାହା ପ୍ରକାଶ କରିବାରେ ଏହା ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ବିଷୟରେ କହିବାକୁ ଯାଉଛି ତାହା ବୁଝିବା ନିମନ୍ତେ ଚେଷ୍ଟା କର” (ଦେଖ: rc://*/ta/man/translate/figs-ellipsis)