# ସେ ଏପର୍ଯ୍ୟନ୍ତ ଫାରୁଶୀ ଓ ଶାସ୍ତ୍ରୀମାନଙ୍କୁ ଯାହା କହୁଥିଲେ ଯେପରି ଲୋକସମୁହ ଏହାକୁ ବୁଝିପାରିବେ ସେଥିନିମନ୍ତେ ଯୀଶୁ ଦୃଷ୍ଟାନ୍ତ ଦ୍ବାରା ଲୋକସମୁହକୁ ସାହାଯ୍ୟ କଲେ I (ଦେଖ: [[rc://*/ta/man/translate/figs-parables]]) # He called ଯୀଶୁ କହିଲେ # Listen to me, all of you, and understand “ଶୁଣ” ଓ “ବୁଝ” ଶବ୍ଦଗୁଡିକ ପରସ୍ପର ଜଡିତ ଅଟନ୍ତି I ଯୀଶୁ ସେଗୁଡିକ ଗୁରୁତ୍ବ ଦେବା ପାଇଁ ଏକତ୍ର ବ୍ୟବହାର କଲେ ଯେ ତାହାଙ୍କର ଶ୍ରୋତାମାନେ ସେ ଯାହା କହୁଛନ୍ତି ସେଥିରେ ଧ୍ୟାନ ଦେବା ଉଚିତ I (ଦେଖ: [[rc://*/ta/man/translate/figs-doublet]]) # understand ଯୀଶୁ ସେମାନଙ୍କୁ କ’ଣ ବୁଝିବା ପାଇଁ କହୁଛନ୍ତି ତାହା ପ୍ରକାଶ କରିବାରେ ଏହା ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ବିଷୟରେ କହିବାକୁ ଯାଉଛି ତାହା ବୁଝିବା ନିମନ୍ତେ ଚେଷ୍ଟା କର” (ଦେଖ: [[rc://*/ta/man/translate/figs-ellipsis]])