or_tn/mrk/07/09.md

8 lines
985 B
Markdown

# How well you reject the commandment ... keep your tradition
ଯୀଶୁ ଏହି ଲୋକକଥା ବ୍ୟବହାର କରି ତାହାଙ୍କ ଶ୍ରୋତାମାନଙ୍କୁ ଈଶ୍ବରଙ୍କ ଆଜ୍ଞାଗୁଡିକୁ ପାଶୋରି ଅଚ୍ଛ କହି ଅନୁଯୋଗ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଆପଣା ଆପଣା ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ବରଙ୍କ ଆଜ୍ଞା ବେଶ୍ ଅଗ୍ରାହ୍ୟ କରୁଅଛ, କିନ୍ତୁ ତୁମ୍ଭେମାନେ ଯାହା କରୁଛ ତାହା କୌଣସି ପ୍ରକାରେ ଉତ୍ତମ ବିଷୟ ନୁହେଁ” (ଦେଖ: [[rc://*/ta/man/translate/figs-irony]])
# How well you reject
ତୁମ୍ଭେମାନେ କିପରି କୌଶଳ କରି ଅଗ୍ରାହ୍ୟ କରିଅଛ